କୋଭିଡ ସାଥୀ ତାଲିମ ଶିବିର ଅନୁଷ୍ଠିତ

ଶେରଗଡ, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶେରଗଡ ବ୍ଳକ ରେ କୋଭିଡ ସାଥୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କୋଭିଡ ସାଥୀ ତାଲିମ କାର୍ଯ୍ୟକ୍ରମ କୁ ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ତା ୨୪.୯.୨୦୨୦ ରିଖ ଠାରୁ ଆରମ୍ଭ ହୋଇ ତା ୩୦.୯.୨୦୨୦ରିଖ ପର୍ଯ୍ୟନ୍ତ ଚାଲିବ ।ପ୍ରତି ପଞ୍ଚାୟତ ରେ କୋରନାର ପ୍ରତିକାର ଓ ଲକ୍ଷଣ ବିଷୟରେ ଏସଏଚଜି ଗୃପର କୋଭିଡ ସାଥୀ ମାନଙ୍କୁ ତାଲିମ ଦିଆଯିବ ଓ ସେମାନେ ସମସ୍ତ ଏସଏଚଜି ଗୃପ ଏବଂ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବେ ଏଥିରେ ମୁଖ୍ଯତଃ ମାସ୍କ ପରିଧାନ, ସାମାଜିକ ଦୂରତା ଓ କୋଭିଡ-୧୯ନିୟମ ବିଷୟରେ ସଚେତନ କରାଇବା ମୁଖ୍ୟ ଲକ୍ଷ୍ୟ ।ଏହି କାର୍ଯ୍ୟକ୍ରମରେ ଟୁନି ବିଷୋୟୀ, ବବିତା ମାହାନ୍ତି, ରୁନୁ ପ୍ରଧାନ,ଶୁଭ୍ରାଞ୍ଜଳି ନାୟକ, ସନ୍ଧ୍ଯାରାଣୀ ଜେନା,ଗୀତାଞ୍ଜଳି ଜେନା,ସିଲି ସ୍ବାଇଁ,ମମତା ପାତ୍ର, ସୁନିତା ପାତ୍ର , ଏମବିକେ ସୁନୀତା ଜେନା ଓ ଏସଏଚଜି ଗୃପ ସଦସ୍ଯା ଓ ପ୍ରାଣୀମିତ୍ର ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ