କୋରନା ନିମନ୍ତେ ଶିକ୍ଷକ ମାନେ ଗୋଟିଏ ଦିନର ଦରମା ପ୍ରଦାନକଲେ
ଜଗନ୍ନାଥ ପ୍ରସାଦ, (ଶିବରାମ ଚୌଧୁରୀ):ଜଗନ୍ନାଥ ପ୍ରସାଦ ବ୍ଲକର ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କୋରନା ସହାୟତା ପାଇଁ ନିଜର ଗୋଟିଏ ଦିନର ଦରମା ଟ.୪୯୧୮୧୫/- (ଚାରି ଲକ୍ଷ ଏକାନବେ ହଜାର ଆଠ ଶହ ପନ୍ଦର ଟଙ୍କା BEO -S. ଧନଞ୍ଜୟ, DEO -ଅମୁଲ୍ୟ କୁମାର ପ୍ରଧାନ, DPC -ବିନିତା ସେନାପତି, ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ପ୍ରାଥମିକ ଶିକ୍ଷକ ମାନେ କରୋନା ସହାୟତା ପାଇଁ ଗୋଟିଏ ଦିନରଦରମା ଦାନ କରିଥିବାରୁ ଜନସାଧାରଣ ଙ୍କ ପକ୍ଷରୁ ଶିକ୍ଷକ /ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l