କୋରନା ସମୟରେ ଛାତ୍ରଙ୍କ ଗରୀବ ଲୋକଙ୍କୁ ମାକ୍ସ ଓ ଖାଦ୍ୟ ବଣ୍ଟନ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନଂ ୯ ପଣ୍ଡାସାହି ନିବାସ.+୨ କଳା ଛାତ୍ର ନୃସିଂହ ପ୍ରସାଦ ସ୍ୱାର ପ୍ରାତ ୯ ଘଣ୍ଟା ସମୟରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ବସିଥିବା ଗରୀବ ଲୋକ ମାନଙ୍କୁ ମାକ୍ସ ଓ ସତର୍କ ରହିବା ପାଈଁ ସଚେତନ ବାର୍ତା ଦେଇଥିଲେ ସରକାରଙ୍କ ତରଫରୁ ହେଣ୍ଡଓାସ ଏବଂ ସାନିଟାଇଜର ଦେବାପାଈଁ ଅନୁରୋଧ କରିଥିଲେ ।