କୋରାପୁଟ ଜିଲ୍ଲାରେ ଏ ବର୍ଷ ହେବନି ରଥଯାତ୍ରା

ଜୟପୁର, (ଓ୍ୱାଇଏନ୍‌ଏସ୍‌): କରେନା ପାଇଁ ଜିଲ୍ଲା ପ୍ରଶାସନ ସତର୍କମୂଳ ପଦକ୍ଷେପ ଗ୍ରହଣ କରୁଥିବା ବେଳେ, କୋରାପୁଟ ଜିଲ୍ଲାରେ ଏ ବର୍ଷ ହେବନି ରଥଯାତ୍ରା। କରୋନା କଟକଣା ଯୋଗୁଁ ରଥଯାତ୍ରା ପାଇଁ ଅନୁମତି ଦେଲେନି କୋରାପୁଟ ଜିଲ୍ଲାପାଳ।କେବଳ ରୀତିନୀତି ପାଇଁ ମନ୍ଦିର ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ସହ ବିଧି ପାଳନ ହେବ। ଜୟପୁରରେ ୪୦ ସେବାୟତଙ୍କୁ ନେଇ ରଥଯାତ୍ରା ହେବ।ଛୋଟିଆ ରଥ ନିର୍ମାଣ ହୋଇ ମନ୍ଦିର ଭିତରେ ଟଣା ହେବ।ନାରାୟଣ ମନ୍ଦିର ହେବ ଗୁଣ୍ଡିଚା ମନ୍ଦିର।ପରମ୍ପରା ଅନୁସାରେ ଗୋଟିଏ ଦିନ ପରେ ଏହି ଛୋଟିଆ ରଥ ମନ୍ଦିର ବେଡ଼ରେ ଟଣା ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ