କୋରାପୁଟ ରେ ପୋଲିସ ଡିଜି ଅଭୟ

କୋରାପୁଟ, (ଓ୍ବାଇଏନ୍ଏସ୍):ଆଜି ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ ଆସି ପ୍ରଥମେ ହେଲିପ୍ୟାଡରେ ପହଞ୍ଚି ଥିଲେ l ଓ ପରେ ଡିଆଇଜି ଅଫିସ ଯlଇ ଆଈନ ଶୃଖଳl ଓ କୋରାନା ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ପଦକ୍ଷେପ କୁ କିପରି ଜିଲ୍ଲାପ୍ରସାଶନ ଓ ପୋଲିସ ପ୍ରସାଶନ କାର୍ଯ୍ୟ କାରି କରିଛନ୍ତି l ତାକୁ ସମୀକ୍ଷl କରିବା ସହ ସିସ୍ତ୍ତୀ କୁ ଅନୁଧ୍ୟାନ କରିଥିଲେ l ଏ ପରିକି ବିଭିନ୍ନ ପୋଲିସ ବlରାକ ବି ବୁଲିଦେଖିଥିଲେ l ତାଙ୍କ ସହ ରାଜ୍ୟର ଅନ୍ୟାନ୍ୟ ପୋଲିସ ଅଧିକାରୀ ଆସିଥିବା ବେଳେ ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜି ଓ ଜିଲ୍ଲା ଏସପି ଏମ . ଭlମୁ ଥିଲେ l ଗସ୍ତ କୁ ଆଖି ଆଗରେ ରଖି ପୋଲିସ କଡ଼ା ସୁରକ୍ଷl ର ବନ୍ଦୋବସ୍ତ କରି ଥିଲା।କୋରପୁଟ ସହର ରେ ଲକ ଡାଉନ ରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ ଙ୍କ ମନୋବଳ ବଢ଼ାଇଥିଲେ ଡିଜି ଅଭୟ।ସହର ରେ ଯୋଗିଥିବା ସମସ୍ତ ପୋଲିସ କର୍ମଚାରୀ ଙ୍କ ମନୋବଳ ବଢ଼ାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ