କ୍ରିଏଟିଭ୍ ପେଣ୍ଟ୍ସ ପକ୍ଷରୁ ନୂଆ ଉତ୍ପାଦ

ନୂଆଦିଲ୍ଲୀ, (ଏଜେନ୍ସି): ସାଜସଜ୍ଜା ତଥା ଉଦ୍ୟୋଗମାନଙ୍କର ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି କ୍ରିଏଟିଭ୍ ପେଣ୍ଟ୍ସ ପକ୍ଷରୁ ବିସ୍ତୃତ ରେଞ୍ଜ୍ର ପେଣ୍ଟ୍ଗୁଡ଼ିକ ସହିତ ନୂଆ ଲୋଗୋର ଶୁଭାରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ ସାରା ଭାରତରେ ଥିବା ସମସ୍ତ ଏକ ଡିଲର ଓ ଡିଷ୍ଟ୍ରିବ୍ୟୁଟର୍ମାନଙ୍କୁ ନେଇ ଏକ ବାର୍ଷିକ ସମ୍ମିଳନୀ ‘ସ୍ରଜନ’ର ଆୟୋଜନ କରାଯାଇଛି । କ୍ରିଏଟିଭ୍ ପେଣ୍ଟ୍ସ ସାଜସଜ୍ଜା ଓ ଔଦ୍ୟୋଗିକ ଆବଶ୍ୟକତାଗୁଡ଼ିକୁ ପୂରଣ ପାଇଁ ଏକ ବିସ୍ତୃତ ରେଞ୍ଜ୍ର ପେଣ୍ଟଗୁଡ଼ିକୁ ପ୍ରସ୍ତୁତ କରୁଛି । ଏଥିରେ ରହିଛି ଆଭ୍ୟନ୍ତରୀଣ ପେଣ୍ଟ, ମେଟାଲ୍ ଫିନିସ୍, ଉଡ଼ ଫିନିସ୍, ପ୍ରାଇମର୍, ୱାଲ୍ ପୁଟି, ୱାଲ୍ ଟାକ୍ସଚର୍ ଓ ଷ୍ଟେନର୍ ଇଦ୍ୟାଦି । ମଧ୍ୟପ୍ରଦେଶର ଇନ୍ଦୋରଠାରେ କମ୍ପାନୀର ହେଡ଼କ୍ୱାଟର୍ ରହିଥିବାବେଳେ ୨୦୦୯ ଠାରୁ ଏହା ଲଗାତାର ଭାବେ ୩୫% ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ