କ୍ଲଷ୍ଟର ସ୍ତରିୟ ଶିଶୁ ସୁରଭୀ ଉତ୍ସବ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌):ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ଥରୀୟ ଶିଶୁ ସୁରଭି ପ୍ରତିଭା ପ୍ରଧାନ ଶିଷୟତ୍ରୀ ମଞୁଲତା ପଟ୍ଟଯୋଷୀ ଙ୍କ ସଭାପତିତ୍ୱରେ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ପିନ୍ସପାଲ ମଞୁଲତା ସାହୁ ମହୋଦୟା ପ୍ରଦୀପ ପ୍ରଜ୍ଜଳନ କରି ଊସ୍ରବ ର ଉଦଘାଟନ କରିଥିଲେ । ଏହି କ୍ଲଷ୍ଟ ର ରେ ଉ.ଜ.ଉ ଦାଶରଥି ମହାପାତ୍ର ଊସ୍ରବଟି କୁ ପରିଚାଳନା କରିଥିଲେ ଏହି କ୍ଲଷ୍ଟ ର ୧୧ ଟିବିଦ୍ୟାଳୟ ରୁ ୫୫ ଜଣ ପ୍ରତିଯୋଗୀ ଉସ୍ରବ ରେ ଯୋଗ ଦେଇଥିଲେ ଇତ୍ୟାଦି ପ୍ରବଧତ କୁଇଜ୍ ଲଘୁ ସଙ୍ଗୀତ ବକ୍ତୁତା ପ୍ରତିଯୋଗୀତା ଆୟୋଜନ ହୋଇଥିଲା ଏବଂ ପୂର୍ବତନ ଶିକ୍ଷକ ଶ୍ରୀ ହାଲୁ ମହାରଣା ପୁରସ୍କାର ବିତରଣ କରିଥିଲେ ଏହି ଠାରୁ ମନୋନୀତ ପ୍ରତିଯୋଗୀ ମାନେ ମଣ୍ଡଳ ସ୍ତରୀୟ ପ୍ରତି ଯୋଗୀତା ରେ ଭାଗନେବା ପାଇଁ ସ୍ତିର କରାଯାଇଥିଲା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରି ମାନେ ସହଯୋଗ କରିଥିଲେ ଏଥି ସହିତ ସାସ୍କୃତିକ ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ