ଖଣିଜଚୋରୀ,ସକ୍ରିୟ ଆନ୍ତଃରାଜ୍ୟଚୋର,ଖଣିବିଭାଗ ନୀରବଦ୍ରଷ୍ଟା
ଯୋଡ଼ା, (ସମୀର ଦାସ): ଚଂପୁଆ ରେଂଜ ଅଧିନସ୍ଥବାମେବାରୀ ଫରେଷ୍ଟସେକ୍ସନ ଅନ୍ତର୍ଗତ ପୀଢପୋଖରୀଗ୍ରାମ୍ୟଜଂଗଲରେଲୁହାପଥର ଚୋରାଚାଲାଣବେଳେବନବିଭାଗ ୨ଟି ଟ୍ରକକୁଜବତକରିଛିାଚଂପୁଆରେଂଜ ଅଧିକାରୀସଂଜୀବକୁମାରରାଉତଙ୍କସୂଚନା ଅନୁଯାୟୀ,ଗୁରୁବାରରାତ୍ରି ପ୍ରାୟ ୧ଟାବେଳେ ବିଶ୍ୱସ୍ତସୂତ୍ରରୁସୂଚନା ପାଇରାଉତ ଓ ବନପାଳ ଯତୀନ୍ଦ୍ରକୁମାରସାହୁ ସଦଳବଳେଘଟଣାସ୍ଥଳରେଚଢାଉକରିଥିଲୋଟ୍ରକ ନଂ ସିଜି ୦୪ ଏମଏଚ ୦୩୯୪ ଓ ସିଜି୦୪ ଏଲଏକ୍ସ ୦୧୧୩ ଦ୍ୱୟକୁଲୁହାପଥର ବୋଝେଇହେଉଥିବାବେଳେଜବତକରିଥିଲୋବନବିଭାଗ ର ଅତର୍କିତଚଢାଉରେସେଠାରେ ଥିବାଖଣିଜଚୋରମାନେ ଛତ୍ରଭଙ୍ଗ ଦେଇ ଜଂଗଲଭିତରକୁ ଦୌଡ଼ି ପଳାଇଥିଲୋରେଂଜ ଅଧିକାରୀରାଉତସୂଚନା ଦେଇ କହିଛନ୍ତି ଯେ,ଯୋଡ଼ାଖଣିମଣ୍ଡଳରବିଭିନ୍ନ ପରିତ୍ୟକ୍ତସ୍ଥାନରେ ପୂର୍ବରୁଜବତହୋଇଥିବାଲୁହାପଥର ଓ ବିଭିନ୍ନବନାଂଚଳରୁଖଣିଜଚୋରମାନେ ଲୁହାପଥରକୁ ଆଣି ପୀଢପୋଖରୀ ଅଂଚଳରେଜମାକରିରଖୁଥିଲେ ଓ ସେଠାରୁ ଆନ୍ତଃରାଜ୍ୟଚୋରାଖଣିବ୍ୟବସାୟୀଙ୍କସାହାଯ୍ୟରେ ଛତିଶଗଡ଼,ପଶ୍ଚିମବଂଗ,ଝାଡ଼ଖଣ୍ଡ ରାଜ୍ୟକୁଚୋରାଚାଲାଣକରୁଥିଲୋଏସଂପର୍କରେଖଣିବିଭାଗରଜନୈକ ଖଣି ନିରୀକ୍ଷକ ନାମକୁଗୋପନରେରଖିକହିଛନ୍ତି ଯେ,ଯୋଡ଼ାଖଣିମଣ୍ଡଳରେବିଭାଗ ଦ୍ୱାରାଜବତହୋଇ ପଡ଼ିଥିବାଲୁହାପଥର ଓ ମାଙ୍ଗାନିଜ ପଥର ରହିସାବଖଣିବିଭାଗଠାରେସଠିକଭାବେ ନାହିଁଏବଂଏହାକୁଓଡ଼ିଶାଖଣି ନିଗମକୁ ଏ ପର୍ଯ୍ୟନ୍ତ ହସ୍ତାନ୍ତରକରାଯାଇ ନାହିଁ । ଫଳରେଜବତଲୁହାପଥର ବ୍ୟାପକଭାବେଚୋରୀହେବାରେଲାଗିଛିାସେକହିଛନ୍ତି ଯେ,ନିଗମଜରିଆରେଏହାକୁ ନିଲାମକରାଗଲେରାଜ୍ୟସରକାର ଅଜସ୍ରରାଜସ୍ୱ ପାଇପାରନ୍ତେ ।ତେଣେବଜାରରେଲୁହାପଥରରମୂଲ୍ୟ ଅହେତୁକବୃଦ୍ଧି ପାଇବା ଫଳରେ ଆନ୍ତଃରାଜ୍ୟଚୋରଙ୍କଲୋଲୁପ ଦୃଷ୍ଟିଯୋଡ଼ା ଓ କୋଇଡ଼ାଖଣିମଣ୍ଡଳଉପରେ ପଡ଼ିଛିାଖଣିବିଭାଗରସ୍ଥାଣୁତା ଫଳରେଖଣିଜଚୋରୀ ଏକ କୂଟୀରଶିଳ୍ପରେ ପରିଣତହେଲାଣି ।