ଖରା ଦିନେ ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରାଗକୁ ଦୂର କରିଥାଏ ଆଖୁ ରସ

ଖରାଦିନେ ଲାକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲାକମାନେ ଆଖୁର ରସ ଏବଂ ନ?ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲାକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ । ଯାହା ଦ୍”ାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍” ଦେଇ ନଥାନ୍ତି । ତେବେ ଆଜି ଆମେ ଖରା ଦିନେ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।
ଆଖୁର ରସରେ, ୧୧୧କ୍ୟାଲାରୀ, ୨୭ଗ୍ରାମ କାର୍ବୋହାଇଡ୍ରେଟ୍, ୦.୨୭ଗ୍ରାମ୍ ପ୍ରାଟିନ୍ ଏବଂ ୧୩ଗ୍ରାମ୍ ଡାଏଟ୍ରୀ ଫାଇବର ରହିଥାଏ । ଏହା ସହ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍, ପାଟାସିୟମ୍, କ୍ୟାଲ୍ସିୟମ, ଫସ୍ଫରସ୍ ଇତ୍ୟାଦି ରହିଥାଏ । ଆସନ୍ତୁ ଜାଣିବା ଏହାର ସ୍ତ୍ଥନ୍ଦସ୍କ୍ଥଟ୍ଟ.
୧. ଆଖୁର ରସ ପିଇବା ଦ୍”ାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ । ଯାହାଦ୍”ାରା ଓଜନ କମ୍ ହାଇଥାଏ । ମାଟାପଣର ଶିକାର ଥିବା ଲାକେ ଏହାକୁ ପିଇ ପାରିବେ ।
୨. ଏଥିରେ ପାଟାସିୟମ୍, କ୍ୟାଲ୍ସିୟମ, ମ୍ୟାଗ୍ନେସିୟମ୍ ଏବଂ ଆଇରନର ମାତ୍ରା ଅଧିକ ରହିଥାଏ । ଯାହା ଶରୀରକୁ କର୍କଟ ରାଗରୁ ରକ୍ଷା କରିଥାଏ । ଏହା ଶରୀରକୁ ପ୍ରାଷ୍ଟେଟ୍ ଏବଂ ସ୍ତନ କର୍କଟରୁ ରକ୍ଷା କରିଥାଏ ।
୩.ଆଖୁର ରସ ମିଠା ଥିଲେ ମଧ୍ୟ ଏଥିରେ ପ୍ରାକୃତିକ ସୁଗାର ରହିଥାଏ । ଯାହା ମଧୁମେହ ରାଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହାଇଥାଏ ।
୪.ଆଖୁ ରସରେ କାଲେଷ୍ଟ୍ରଲ କମ ରହିଥାଏ । ଯାହା ହୃଦୟରେ ଜମିଥିବା ଫ୍ୟାଟ୍କୁ ଜମିବାକୁ ଦେଇ ନଥାଏ । ଯାହାଦ୍”ରା ହୃଦ୍ଚନିତ ସମସ୍ୟା ହେବାର ଆଶଙ୍କା ଦେଖା ଯାଇ ନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ