ଖେଳଣା ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ

ନୂଆ ଦିଲ୍ଲୀ:ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଉଦ୍ୟୋଗ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ଆଜି ଏକ ବିଜ୍ଞପ୍ତିରେ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ର ପ୍ରଣୟନ ତାରିଖ ୦୧.୦୯.୨୦୨୦ରୁ ୦୧.୦୧.୨୦୨୧କୁ ଘୁଞ୍ଚାଇ ଦେଇଛି ।ଏହି ନିଷ୍ପତ୍ତି ଦ୍ୱାରା କୋଭିଡ-୧୯ ମହାମାରୀ ସମୟରେ ଘରୋଇ ଉତ୍ପାଦନକାରୀମାନଙ୍କୁ ଆବଶ୍ୟକ ମାନାଙ୍କ ହାସଲ କରିବାକୁ ଅଧିକ ୪ ମାସ ସମୟ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ