ଗଂଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ୫୧ହଜାର ଟଙ୍କା ସହାୟତା ପ୍ରଦାନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୫୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଏହି ସହାୟତା ରାଶି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ଭେଟି ପ୍ରଦାନ କରାଯାଇଛି । ଏହି ସମୟରେ ସଂଘର ଜିଲ୍ଲାସଭାପତି ସିଏଚ୍ .ଦିଲେଶ୍ୱର ରେଡ୍ଡୀଙ୍କ ସମେତ ଉପଦେଷ୍ଟା କାମରାଜୁ ରେଡ୍ଡୀ, ସି. କ୍ରିଷ୍ଣା ରେଡ୍ଡୀ, ତାଲୁକା ସଭାପତି ସିଏଚ୍. କ୍ରିଷ୍ଣା ରେଡ୍ଡୀ, ସିଏଚ୍.ରାମଚନ୍ଦ୍ର ରେଡ୍ଡୀ, ଏସ୍.କାନ୍ତେୟା ରେଡ୍ଡୀ, ଉପସଭାପତି ୟୁ.ଭଗବାନ ରେଡ୍ଡୀ, ସଂପାଦକ ଏସ୍.ରାମୁଲୁ ରେଡ୍ଡୀ, ଜିଲ୍ଲା ସଭ୍ୟ ଏମ୍. ବେଣୁ ଗୋପାଳ ରେଡ୍ଡୀ, ତାଲୁକା ଉପଦେଷ୍ଟା କେ.ଗଣେଷ ରେଡ୍ଡୀ, ସଭ୍ୟ ଏନ୍.କାରାଜୁ ରେଡ୍ଡୀ, ଏସ୍.ବୈରାଗୀ ରେଡ୍ଡୀ,ସଂପାଦକ ପି.ରାମା ରାଓ, ତାଲୁକା ସଂପାଦକ କେ.ଡିଲିରେଡ୍ଡୀ ,ତାଲୁକା ସଭାପତି କେ.ବାଲା ରେଡ୍ଡୀ, ତାଲୁକା ସଂପାଦକ ସିଏଚ୍. ଚିନ୍ନାବାବୁ, ଏମ୍ .କ୍ରିଷ୍ଣା ମୂର୍ତୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ