ଗଜପତିରେ ଜିଲ୍ଲା ଶିକ୍ଷା ଅଧୁକାରୀଙ୍କୁ ସାକ୍ଷାତ କଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଗଜପତି କର୍ମକର୍ତ୍ତା ମାନେ ଜିଲ୍ଲା ଶିକ୍ଷାଧୀକାରୀଙ୍କୁ ରାଜ୍ୟ ନିର୍ଦ୍ଦେଶାଳୟ ଓଡ଼ିଶା ୧, ଭୁବନେଶ୍ଵର ଚିଠି ନଂ ର ୨୬୩୩୦ ତା ୧୪/୧୨ ୨୦୨୩ କୁ ଭିତି କରି ସାକ୍ଷାତ କରି ଥି ଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ. ଜିଲା ଶିକ୍ଷାଧିକାରୀ ଗୁରୁତ୍ବ ଦେଇ ଆସନ୍ତା କାଲି ଅର୍ଥାତ ତା ୨୯/୦୨/୨୪ ରିଖ ଦିନ ସାକ୍ଷାତ କରିବା ପାଇଁ କହିଥିଲେ. ପ୍ରକାଶଥାଉକି ରାଜ୍ୟ ଶିକ୍ଷା ନିର୍ଦ୍ଧାଶାଳୟ ୨୦୦୩ ଓ ୨୦୦୫ ପର୍ୟ୍ୟନ୍ତ ଯେଉଁମାନେ ସସ୍ର ନିଯୁକ୍ତି ପାଇଥିଲେ ସେମାନଙ୍କୁ କାର୍ୟ୍ୟକାଳକୁ ଗଣନା କରିବା ପାଇଁ ର୍ନିର୍ଦ୍ଧେଶ ଥୁବାରୁ ଜିଲ୍ଲା ସଭାପତି ଜଗଦୀଶ ପାତ୍ରଙ୍କ ନିର୍ଦେଶକ୍ରମେ ଏହି ଟିମ ଆଲୋଚନା କରିଥିଲେ ।


