ଗଜପତିରେ ପହଞ୍ଚିଲା ଅଯୋଧାର ଅକ୍ଷତ, ପୁଷ୍ପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ। ଏନେଇ ସେଠାରୁ ପୁଷ୍ପ, ଅକ୍ଷତ ଓ କଳସି ପାରଳାଖେମୁଣ୍ଡିରେ ପହଁଚିଛି। ସେଠାରୁ ଏକ ଭବ୍ୟ ସଂକୀର୍ତ୍ତନ ଓ ସମ୍ବଦ୍ଧନାରେ ଏହା କାଶୀନଗର ନିଆଯାଇଛି। ଏହାକୁ ନେଇ ଜଗନ୍ନାଥ ମଠ ମହନ୍ତ ପଦ୍ମ ଚରଣ ଦାସ ଓ ସମ୍ବଦ୍ଧନା କମିଟି ସଢ ଭାପତି ରମାକା କାନ୍ତ ପାତ୍ର, ଭକ୍ତ ଦୁଃଖୁଶ୍ୟାମ ଲେଙ୍କା ନେଇ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦି ରଖୁଛନ୍ତି। ଏହି ଅକ୍ଷତ ପୁଷ୍ପ ଓ ସମସ୍ତ ଘରେ | ଘରେ ଆସନ୍ତା ଏକ ତାରିଖରୁ ପହଞ୍ଚାଇ ଦିଆଯିବ । ସୂଚନା ଦେଇ ଦୀପାବଳି ଶ୍ରୀ ରାମଙ୍କ ଫଟୋ ସହରର ବୋଲି ଶ୍ରୀ ରମାକାନ୍ତ ପାତ୍ର ଦେଇଛନ୍ତି। ଆସନ୍ତା ୨୨ତାତିଖରେ ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତେ ଯେଭଳି ବଳି ବନଇବେ ଓ ସମସ୍ତଙ୍କ ଘରେ ଦୀପ ପ୍ରଜ୍ଜ୍ଵଳନ, କଳସି ସ୍ଥାପନ କରି ପୂଜା କରିବାକୁ ଅନୁରୋଧ କରାଯାଇଛି। ସେହିଦିନ ଏକ ଆଧ୍ୟାତ୍ମିକ ମହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ରେ ଏହା ଆୟୋଜନ ଜନ କରାଯିବ ବେ ବୋଲି ରମାକାନ୍ତ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ