ଗଜପତି ଜିଲ୍ଲାପାଳ ଅନୁପମସାହାଙ୍କ କମଳାପୁର ଗସ୍ତ
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡି ପଞ୍ଚାୟତ ନିକଟସ୍ଥ କମଳାପୁର ନିକଟରେ ଥିବା ଗଞ୍ଜାମ ଓ ଗଜପତି ସିମାନ୍ତ ଥିବା ନାକା ଗେଟେ ପରିଦର୍ଶନ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ପଞ୍ଜିକୃତ ହଇଥିବା ଖାତା ଯାଞ୍ଚ କରିବା ସହ ଅଧିକ କଡ଼ାକଡ଼ି ନଜର ରଖିବା ପାଇଁ କହିଛନ୍ତି, ଯେପରିକି କୌଣସି ବ୍ୟକ୍ତି ବିନା ପାସରେ, କିମ୍ବ। କୌଣସି ଜରୁରୀ ସେବା ନଥିଲେ ଛାଡ଼ିବା ପାଇଁ ମନା କରିଛନ୍ତି । ପରେ ବ୍ଲକକୁ ଆସି ପ୍ରବାସୀ ଓଡ଼ିଆ ଆସିଥିବ ଲୁକଙ୍କୁ କଣସି ଅସୁଭିଧା ନ ହୁଏ ସେ ବିଷୟ ରେ ଆଲଚନା କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ଵିଡ଼ିଓ,ବଂଶୀଧରଖୁସଲା,ତସିଲି ଦାର କଲୟଣୀ ସଙ୍ଘମିତ୍ରା ଦେବୀ,ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।


