କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲେ ନୀଳକଣ୍ଠ ବଣିକସଙ୍ଘ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବିଭିନ ସ୍ଥାନରେ ଡାକ୍ତର, ପୋଲିସି, ବ୍ଲକକର୍ମଚାରୀ, ତସିଲିଦାର ସଫାଇକର୍ମଚାରୀ, ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । କିଛି ଦିନ ତଳେ ମୋହନା ଯୁବକସଙ୍ଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା ପୋଲିସି କର୍ମଚାରୀ, ତସିଲିଦାର,ବିଡ଼ିଓଙ୍କୁ, ଆଜି ସେପରି ନୀଳକଣ୍ଠ ବଣିକସଙ୍ଘ ପକ୍ଷରୁ ମନୋଜସାହୁ, ପ୍ରକାଶସାହୁ, ରବି ସାମନ୍ତରାୟ ଉପସ୍ଥିତ ରହି ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କରାଯାଇଛି ।


