ଗଜପତି ନାବାଳିକା ଆସିକାରୁ ଉଦ୍ଧାର

ଗଜପତି ,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ଅଡବା ଅଂଚଳରୁ ଜଣେ ନାବାଳିକା ଅପହରଣ କରାଯାଇଥିବା ବେଳେ ପୂର୍ବରୁ ଏହି ମାମଲାରେ ପୋଲିସ ୪ ଜଣ ଅପହରଣ କାରୀଙ୍କୁ ଥାନାରେ ଅଟକ ରଖିଥିଲା । ମଙ୍ଗଳବାର ଆସିକା ଥାନା ପଥରା ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଅପହରଣ ସମୟରେ ବ୍ୟବହୃତ କରିଥିବା କାରକୁ ମଧ୍ୟ ଜବତ କରିଛି ।ଏଥିସହ ନାବାଳିକା ଜଣକ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇ ବୟାନ ରେକର୍ଡ କରାଯିବା ବୋଲି ରା. ଉଦୟଗିରି ଏସଡିପିଓ କହିଛନ୍ତି ।ଅନ୍ୟ ପଟେ ଗଜପତି ଜିଲ୍ଲାରେ ନାରୀ ମାନଙ୍କ ସୁରକ୍ଷା ନିମନ୍ତେ ସି ଟିମ୍ ନାରୀ ସୁରକ୍ଷା ହୋଇଥିବା ବେଳେ ଅଂଚଳବାସୀ ସାରା ଶର୍ମାଙ୍କୁ ଧନ୍ୟବାଦ ଜଣାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ