ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭଖୁଂଟି ସ୍ଥାପନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ଛତ୍ରପୁର ନିକଟ ଲୋଏର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀକମ୍ପେ୍ଲକ୍ସ ପରିସରରେ ଲକ୍ଷ୍ମୀପୂଜା କମିଟି ପକ୍ଷରୁ କମିଟିର ସଭାପତି ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣାଙ୍କ ପୈାରହିତ୍ୟରେ ଚଳିତ ବର୍ଷ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ଶୂଭଖଂଟି ସ୍ଥାପନ କରାଯାଇଛି । ପଣ୍ଡିତ ସରୋଜ ଶତପଥୀ ପୂଜା ଅର୍ଚ୍ଚନା କରିବା ସହ ଆଳତୀ କରିଥିଲେ । ଚଳିତ ବର୍ଷ ମାଙ୍କ ପୂଜା ମହାଆଡମ୍ବର ସହକାରେ ଯାକଜକମରେ କରିବା ନିମନ୍ତେ କମିଟି ସଭ୍ୟ ମାନେ ଆଲୋଚନା କରିଥିଲେ । ଆଲୋକ ସଯ୍ୟା ସହିତ ସୂନ୍ଦର ତୋରଣ ଏବଂ ମାଙ୍କ ମୂର୍ତ୍ତୀ କିପରୀ ସୈାଦର୍ଯ୍ୟକରଣ କରାଯିବ ସେ ଉପରେ କମିଟିର ସଭ୍ୟ ମାନେ ମତଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୋଜ କୁମାର ସାହୁ, ସଂପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, ଅଶୋକ କୁମାର ବେହେରା, ଯୁବ ସାମ୍ବାଦିକ ତଥା ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ସମାଜସେବୀ କେ.ହରିନାଥ (କାହ୍ନା), ଆନ୍ତର୍ଜାତୀକ ଖେଳାଳୀ ଭି.ରମେଶ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଆଇନଜିବୀ ଟି.ମୋହନ ରେଡ୍ଡୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଛତ୍ରପୁର ମିଳତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା, ବିଜୁଜନତାଦଳର ଯୁବନେତା ତଥା ସମାଜସେବୀ ଅଟ୍ଟଳ ବିହାରୀ ପଟ୍ଟନାୟକ, ସରୋଜ କୁମାର ପାଢି, ସୁରେନ୍ଦ୍ର ବେହେରା, ବାବୁ ବେହେରା, କେଞ୍ଚୁ ପୁରୋହିତ, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, ପପୁନ ବିଶ୍ୱାଳ, ସନ୍ତୋଷ ଚୈାଧୂରୀ, ଜି.ମନୋଜ ରେଡ୍ଡୀ, ନଳନୀକାନ୍ତ ନାୟକ, ମୁନା ସାମଲ, ନାରାୟଣ ମହାରଣା, କମଲ , କିଶୋର ମହାନ୍ତି, ଶତୃଘ୍ନମହାଙ୍କୁଡ, ସୁଦାମ ରାଉଳ, ଓମେଗା ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଚିନ୍ମୟ କୁମାର ଦାଶଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ