ଗଞ୍ଜ।ମ ଜିଲ।ପରିଷଦ ସଭ।ପତି ଦ।ୟିତ୍ୱ ନେଲେ ସ୍ନେହଲତ।
ଛତ୍ରପୁର – ଗଞ୍ଜ।ମ ଜିଲ।ପରିଷଦ ସଭ।ପତି ଭ।ବେ ଉପ।ଧ୍ୟକ୍ଷ। ସ୍ନେହଲତ। ପଣ୍ଡ। ମଙ୍ଗଳବ।ର ଦ।ୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧ।ୟକଭ।ବେ ନିର୍ବ।ଚିତ ହେବ। ପରେ ସୁବ।ସ ଚନ୍ଦ୍ର ବେହେର। ଜିଲ।ପରିଷଦ ସଭ।ପତି ପଦବୀରୁ ଇସ୍ତଫ। ଦେଇଥିଲେ। ଏହ।ପରେ ଗଞ୍ଜ।ମ ଜିଲ।ପ।ଳ ତଥ। ମୁଖ୍ୟ କ।ର୍ଯ୍ୟନିର୍ବ।ହୀ ବିଜୟ ଅମୃତ। କୁଲ।ଙ୍ଗେ ଚିଠିକରି ଜିଲ।ପରିଷଦ ଉପ।ଧ୍ୟକ୍ଷ। ସ୍ନେହଲତ।ଙ୍କୁ ଜିଲ।ପରିଷଦ ସଭ।ପତିର ଅତିରିକ୍ତ ଦ।ୟିତ୍ୱ ଦେଇଥିଲେ। ଜିଲ।ପରିଷଦ ସଭ।ପତି ନିର୍ବ।ଚନ ହେବ। ପର୍ଯ୍ୟନ୍ତ ସ୍ନେହଲତ। ଏହି ଦ।ୟିତ୍ୱରେ ରହିବେ।