ଗଞ୍ଜାମ ସହରରେ ବୁଷ୍ଟର ଡୋଜ ଟିକାକରଣର

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ସହରରେ ବୁଷ୍ଟର ଡୋଜ ଟୀକାକରଣ ଆଜି ଆରମ୍ଭ ହୋଇଛି । ଗଂଜାମ ସ୍ଥିତ ସରକାରୀ ମେଡିକାଲ ସ୍ୱାସ୍ଥ୍ୟ ମହିଳା କର୍ମୀ ସରସ୍ୱତି ମହାଙ୍କୁଡ଼ ଟିକାକରଣ କରିଥିବା ବେଳେ ଡି.ଓ -ଦୁଷ୍ମନ୍ତ ବେହେରା ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ୩୦୧ ଟିକାକରଣ କରିଥିଲେ। ଏହି ମାଗଣା ଟିକାକାରଣ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ