ଗଣିଜାଙ୍ଗରେ କଂଗ୍ରେସ ପକ୍ଷରୁ ମାକ୍ସ ବଣ୍ଟନ

ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ବିଭିନ୍ନ ଆଦିବାସୀ ସାହିରେ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ମାକ୍ସ, ସାବୁନ୍ ଆଦି ବଣ୍ଟନ କରାଯିବା ସହ ଲୋକ ମାନଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟରେ ବରିଷ୍ଠ କଂଗ୍ରେସ ନେତା ବିଷ୍ଣୁ ମୋହନ ପଣ୍ଡା, ପ୍ରିୟନାଥ ନାୟକ, ଶରତ ସେଠୀ, ଉମାକାନ୍ତ ଘଡେଇ, ନିରାକର ସାହୁଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ