ଗଣିଜାଙ୍ଗ ବଜାର ଅଞ୍ଚଳ ସାନିଟାଇଜେସନ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାର ଅଞ୍ଚଳ ଓ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରକୁ ଆଗରପଡା ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ଦ୍ୱାରା ସାନିଟାଇଜ୍ କରାଯାଇଛି । ଏହି କାର୍ଯ୍ୟ ବେଳେ ସରପଞ୍ଚ ରଞ୍ଜନ କୁମାର ସାହୁ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଅଭୟ କୁମାର ପ୍ରଧାନ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ