ଗରାପୁରର ହାସିନା ବିବିଙ୍କ ମୃତ୍ୟୁ
କେନ୍ଦ୍ରାପଡା :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ମହମ୍ମଦ ୟୁନୁସଙ୍କ ପତ୍ନୀ ହାସିନା ବିବିଙ୍କ ୬୨ବର୍ଷ ବୟସରେ ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ମେଳାପି ମହିଳା ଥିଲେ । ଗ୍ରାମରେ ଆବଶ୍ୟକତା ସମୟରେ ସେ ବିଭିନ୍ନ ବର୍ଗର ରୋଗୀମାନଙ୍କୁ ବୁଲି ବୁଲି ଇଞ୍ଜେକସନ ଦେଉଥିଲେ । ପ୍ରାର୍ଥନା ପରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି