ଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ଫଳ ବଣ୍ଟନ
ଭଞ୍ଜନଗର: ପବିତ୍ର ଦିବସ ର ଗାନ୍ଧିଜୀ ଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ସ୍ୱସ୍ତିକ ବିହାର ସ୍ତିତ ଶିବାନନ୍ଦ କୁଷ୍ଠ ରୋଗୀ ଚିକିତ୍ସାଳୟ ଠାରେ ଭାରତୀୟ ମାନବ ଜନ ସୁରକ୍ଷା ଓ ଜାଗରଣ ସଂଘ ଗଞ୍ଜାମ ଶାଖା ତରଫରୁ ଫଳ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି , ଏଥିରେ ମୁଖ୍ୟ ଦେଷ୍ଠା ଭାବେ ଷ୍ଟେଟ ଜେନେରାଲ ସେକ୍ରେଟାରୀ ରାଜେଶ କୁମାର ନାୟକ, ଜିଲ୍ଲା କାର୍ଜ୍ଞାକାରୀ ସଭାପତି ଦୁର୍ଗାମାଧବ ଆଚାର୍ଯ୍ୟ , ଜିଲ୍ଲା ସାଧାରଣ ସମ୍ପାଦକ ରବୀନ ପୋଲେଈ,ଜିଲ୍ଲା ଉପ ସଭାପତି ବିନୋଦ କୁମାର ଗୌଡ଼, ବ୍ଲକ ସଭାପତି ଆଶିଷ କୁମାର ଗୌଡ଼, ୟଙ୍ଗ ଇଣ୍ଡିଆ ଗ୍ରୁପ ସଭାପତି ସୁନୀଲ ସେଠି, ଚିନ୍ତାମଣି ଗୌଡ଼ ଏବଂ ପ୍ରଗତିପଥେ ଘୁମୁସର ସଂଘଥନ ସଭାପତି ସାଗର , ମଣ୍ଟୁ ଭାଇ ପ୍ରମୁଖ ଯୋଗ ଦେଇଥିଲେ .


