ଗାରାବନ୍ଧା ଗ୍ରାମରେ ବାଚସ୍ପତିଙ୍କ ଆଗମନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗାରାବନ୍ଧା ଗ୍ରାମରେ ହଠାତ୍ ଏକ ଦ୍ଵାଦଶତମ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଓଡିଶାର ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିପହଞ୍ଚି ମୃତ୍ୟୁବରଣ କରିଥିବା ଆର.ଦାମୋଦର ଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ସେ ତାଙ୍କର ପୁରାତନ ବନ୍ଧୁ ଥିଲେ ବୋଲି ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲାର ବରିଷ୍ଠ ନେତା ବା ହାଇଟେକ୍ ମେଡିକାଲ ଅଧକ୍ଷ ଡ.ତିରୁପତି ପାଣିଗ୍ରାହି, ଲକ୍ଷ୍ମୀକାନ୍ତ ପରିଚ୍ଛା, ବସନ୍ତ ଦାସ, ଭି.ଏସ.ଏନ.ରାଜୁ ପ୍ରମୁଖଙ୍କ ସମେତ ବହୁ ନେତା ଯୋଗଦାନ କରି ତାଙ୍କ ପରିବାରକୁ ଭେଟି ସାନ୍ତନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ