ଗାୟତ୍ରୀ ସାଧକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସହର ଏବଂ ଏହାର ଆଖପାଖ ଅଞ୍ଚଳର ବେଶଜଣାଶୁଣା ସମାଜ ସେବୀ ଗାୟ୍‌ତ୍ରୀ ସାଧକ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଗାୟତ୍ରୀ ଶକ୍ତି ପୀଠ ଇଦୁଡି ଗ୍ରାମ ଠାରେ ପାଳିତ ହୋଇଯାଇଛି । ସକାଳ ସମୟରେ ଗାୟତ୍ରୀ ଯଜ୍ଞ, ହୋମ ପୂଜନ କରାଯାଇଥିଲା ଗାୟତ୍ରୀ ପରିବାରର ଆନ୍ଧ୍ର ଓଡିଶାର ସଦସ୍ୟମାନେ ଶ୍ରାଦ୍ଧ ଉତ୍ସବରେ ଯୋଗଦେଇଥିଲେ । ପ୍ରସାଦ ସେବନ କରାଯାଇଥିଲା । ଉକ୍ତ କାର୍ଯ୍ୟ୍‌କମ ତାଙ୍କ ପୁତ୍ର ଗୁରଦେବ ପଟ୍ଟନାୟକ ଡ. ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ