ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ରେ ଦୁଇ ଛାତ୍ର ଛାତ୍ରୀ ଟପର

ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ସେଥିରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ସିବିଏସଇ ପେଟନ ତରଫରୁ ଦଶମ ଦ୍ଵାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇଛି ଏହି ଅନୁଷ୍ଠାନ ର ଜିଲ୍ଲା ରେ ଟପର ହେଇଛନ୍ତି ଦଶମ ଶ୍ରେଣୀ ଶ୍ରେଣୀ ଛାତ୍ର ର ସୁମିତ ଦାଶ ୫୦୦ମାରକ ରୁ ୪୬୭ଅର୍ଥାତ୍ ୯୩.୪ପେସେଣ୍ଟ ରଖିଛନ୍ତି ସେଇପରି ଦ୍ଵାଦଶ ଶ୍ରେଣୀ ର ଛାତ୍ରୀ ଅଙ୍କିତା ମହାପାତ୍ର ୫୦୦ରୁ ୩୯୧ଅର୍ଥାତ୍ ୭୮.୨ରଖି ବ୍ଲକ ପାଇଁ ତଥା ବିଦ୍ୟାଳୟ ପାଇଁ ଗର୍ବିତ ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଣ୍ଡିମା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧନ୍ୟବାଦ୍ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ