ଗୁରୁ ପୂଣ୍ଣିମା
ରାଧା ବ୍ରଜେନ୍ଦ୍ରାଂତ୍ମକଭାବ ମୃତୟେ
ବୃନ୍ଦାବନ ପ୍ରେମ ସୂଖା ମରାଦ୍ରବେ
କାରୁଣ୍ୟ ବାରାନିଂଧୟେ ମହାତ୍ମନେ
ପରାତ୍ପରସ୍ମୈ ଗୁରବେ ନମସ୍ତେ ।
ଗୁରୁ ତାତ୍ପର୍ଯ୍ୟ ଏସଂସାର ବାସୀଙ୍କୁ ଏକ ନିଚ୍ଛକ ସତ୍ୟ ଦ୍ରଷ୍ଟା ସହିତ ନିଜର ଦୈନଦିନ କର୍ମଛଡା ଶିକ୍ଷାଜ୍ଞାନ କଳାନିଦର୍ଶନ ସାହିତ୍ୟ ସ୍ଥାପର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବାରେ ଗୁରୁ ହିଁ ପ୍ରେରଣା ଦାୟକ ଏବଂ ମୂଳ ଦୁଆ ସ୍ଥାପନର ମୂଖ୍ୟ ଭିତି ଭୂମି ବିଭିନ୍ନ ପ୍ରକାରର ଶାସ୍ତ୍ର ପୁରାଣ ବେଦ ତଥା ଉପନିଷଦ ଛଡା ଗୀତା ଭାଗବତ ଅଷ୍ଟାଦଶ ପୂରାଣର ଗୁରୁଙ୍କୁ ଶ୍ରେଷ୍ଟ ଅଭିହିତ କରାଯାଇଛି ଦେବତା କିଣ୍ଣର ଦକ୍ଷ ଗନ୍ଧର୍ବ ମୂନୀଙ୍କ ସହିତ ସମସ୍ତେ ଗୁରୁଙ୍କୁ ଶ୍ରେଷ୍ଟ ଆସନ ଦେଇଥାନ୍ତି ।ଏଣୁ ଶାସ୍ତ୍ର କହେ ଗୃଳା ରୋଧ ନ୍ଦରାରସ୍ତୁ ରୁକାରସ୍ତ ନିବର୍ତକ ଅନ୍ଧକାର ନିବୃ ତ୍ୟାତୁ ଗୁରୁ ତିତ୍ୟରି ଧିୟତେ । ପୁରାଣ ମଧ୍ୟରେ ଶ୍ରେଷ୍ଟ ମହାଭାରତ ର ମୂଳ ରଚୟୀତା ଯାହାକୁ ଦ୍ୱୀତିୟ ବିଷ୍ଣୁଙ୍କର ସ୍ୱରୁପ ସହିତ ତୁଳନା କରାଜାଇଛି ସେହେଉଚନ୍ତି ମହର୍ଷି ବ୍ୟାସଦେବ ଆଜିତାଙ୍କର ପବିତ୍ର ଜନ୍ମ ଉତ୍ସବକୁ ଗୁରୁପୂର୍ଣ୍ଣିମା ରୁପେ ପାଳନ କରାଯାଉଛି ।୧୬କଳାରେ ବିଷ୍ଣୁ ମାତ୍ର ଗୋଟିଏ କଳା କମଥିବାରୁ ବିଷ୍ଣୁଙ୍କର ଦ୍ୱୀତିୟ ରୁପବୋଲି ବୋହୂ ପୁରାଣରେ ସ୍ଥାନଦେଇଛନ୍ତି ।ଆଜି ଯେଉଁ ୪ ଟ ିବେଦର ପ୍ରସାର ହେଉଚି ତାହା ବ୍ୟାସଦେବ ଙ୍କଦ୍ୱାରା ସ୍ୱୟଂ ବ୍ରହ୍ମାଙ୍କ ରଚିତ ସଂସାରରେ ବେଦ ପ୍ରଚଳନ ପାଇଁ ବ୍ୟାସଦେଙ୍କୁ ଅର୍ପଣ କରିଥିଲେ ଏଣୁ ବ୍ୟାସଦେବ ଋକ ବେଦ ଯଜୁ ର୍ବେଦ ଶ୍ୟାମ ବେଦ ଓ ଅଥର୍ବ ବେଦ ପାଇଁ ଯଥାକ୍ରମେ ତାଙ୍କର ଶିଷ୍ୟ ମାନଙ୍କୁ ନିୟୋଜନ କରିଥିଲେ । ସେମାନେହେଲେ ଜଲ୍ୟ,ଜୈମିନି,ବୈସମ୍ପାୟନଓ ସୁମନ୍ତ । ଏହା ଭାଗବତରେ ସ୍ପଷ୍ଟ ରୁପେ ଅତିବଡ ଜଗନ୍ନାଥ ଦାସ ବଣ୍ଣନା କରିଛନ୍ତି । ତେଣୁ ବାବ୍ୟକାର ମାନେ ବଣ୍ଣନା କରିଛନ୍ତି ସ୍ୱାଗତଂ ଭୋ ଗୁରୁଦେବ ସଂସାରର୍ଣ୍ଣବ ତାରଣ ପ୍ରାକକୃତଂ ତ୍ୱମ ଦୃଷ୍ଟେମ ବାଳବତ ପରିପାଳୟ । ଗୁରୁ ସଦାସର୍ବଦା ସ୍ୱାଗତ ଜୋଗ୍ୟ ସେହି ସଂସାରର ସମସ୍ତ ଦୁଖ ସହିତ ଗୁଢ ଅନ୍ଧାରକୁ ଦୁରିଭୁତ କରିଥାନ୍ତି ।ସେଥିପାଇଁ ବିଭିନ୍ନ କାବ୍ୟରେ ଲେଖାଅଛି ସଂସାର ଦାବାନଳ ଲିଢଲୋକ ତ୍ରାଣାୟ କାରୁଣ୍ୟଘନା ଘନାତ୍ୱଂ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାଣ୍ଣ ବସ୍ୟ ବନ୍ଦେ ଗୁରୁଶ୍ରୀ ଚରଣାର ବିନ୍ଦମ୍ ।ଏହି ମହାନ ମହର୍ଷି ବ୍ୟାସଦେବ କୁରୁବଂଶର ଉତରାଧିକାରି ପାଇଁ ରାଜମାତା ସତ୍ୟବତିଙ୍କ ପରାମର୍ଶ କ୍ରମେ ଅମ୍ବା ଅମ୍ବାଳିକା ସହିତ ସଂମ୍ପର୍କ ସ୍ଥାପନ କରିବା ସମୟରେ ବ୍ୟାସଦେବଙ୍କ ଦିବ୍ୟତେଜ ସହିନପାରି ଆକିବୁଜି ଦେଇଥିବାର ଧୃତରାଷ୍ଟ୍ର ଅନ୍ଧହୋଇ ଜନ୍ମ ନେଲେ ତାପରେ ରୁଗୁଣ ଅବସ୍ଥାରେ ପଣ୍ଡୁ ଓ ଉତମ ସମୟରେ ଦାସୀ ସହିତ ମିଳନବେଳେ ବିଦୁର ଜନ୍ମ ହେଲେ ତାଛଡା ବ୍ୟାସଦେବ କୁରୁ ପାଣ୍ଡବ ମାନଙ୍କର ପିତାମହ ଥିଲେ ସୁକଦେବ ଜିଏ ସଂସ୍କୃତ ରେ ବାଗବତ ରଚନା କରିଥିଲେ ସେମଧ୍ୟ ମହର୍ଷି ବ୍ୟାସଦେବ ଙ୍କର ପୁତ୍ରଥିଲେ ଏଇଠି ଗୋଟିଏ ଗୁରୁ ଶିଷ୍ୟ ର କାହାଣ ିଉପରେ ଅନ୍ତରାଳରେ ଥିବା କଥାଟିଏ ମନେପକାଇବାକୁ ଚାହିଁବି ଜେତେବେଳେ ଶୁକଦେବ ଶ୍ରୀମଦ୍ ଭାଗବତ ସଂସ୍କୃତରେ ପାଣ୍ଡୁ ଲିପି ପ୍ରସ୍ତୁତ କଲେ ସେଥିପାଇଁ ଗୁରୁର ଆଶ୍ରୀବାଦ ନିହାତି ଜରୁରି ।ପ୍ରସ୍ତାବରେ ମହର୍ଷି ବ୍ୟାସଦେବ ପୁତ୍ରକୁ ମିଥୀଳାର ରାଜା ଜନକଙ୍କ ପାଖକୁ ପାଠାଇଥିଲେ ।ସେତେବେଳେ ରାଜା ଜନକ ଯଜ୍ଞ କର୍ମରେ ଅବସ୍ଥାପନ କରିଥିଲେ ଏବଂ ବାମାଙ୍ଗରେ ଏକତରୁଣି ବସିଥିବା ହେତୁ ଶୁକମୁନି ଚିନ୍ତା କଲେ ଏପରି ରାଜା କିପରିମୋର ଗୁରୁ ହୋଇପାରିବେ ଯିଏ ଯଜ୍ଞ ସମୟରେ ବାମାଙ୍ଗରେ ନାରୀ କୁ ବସାଇଚନ୍ତି ସେନିଜର ଦିବ୍ୟଦୃଷ୍ଟି ବଳରେ ଶୁବଦେବ ସବୁକଥା ଜାଣିପାରିଲେ ପ୍ରକୃତରେ ଜନକ ଧ୍ୟାନରତ ଅଛନ୍ତି ନାରିଲୋଭ ତାଙ୍କର ନାହିଁ ଏଇଟାକେବଳ ଭୂଆଁବୁଲାଇବା ବାପରିକ୍ଷା କରିବାପାଇଁ ମୂନିଙ୍କୁ ଦେଖାଇଥିଲେ ।ସେଶରେ ରାଜାଜନକ ଶୁକଦେବଙ୍କର ଗୁରୁହୋଇଥିଲେ ଗୁରୁଙ୍କୁ କେବେ ସାଧାରଣ ବୋଲି ଭାବିବ ନାହିଁୠୁରୁରୁପରେ ସାକ୍ଷାତ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଙ୍କର ସାନିଧ୍ୟ ମିଳେ ।ଚତ୍ରୁବିଧ ଶ୍ରୀଭାଗବତ ପ୍ରସାଦା ସ୍ୱାଦଣ୍ଣ ତୃପ୍ତାଣ୍ଣ ହରି ଭକ୍ତ ସଂଙ୍ଘାଣ୍ଣ କୃତୈବ ତୃପ୍ତି ଭଜତ ସଦୈବ ବନ୍ଦେ ଗୁରୁଶ୍ରୀ ଚରଣାରବିନ୍ଦେ । ଗୁରୁ-ପ୍ରଥମ ଜନ୍ମ ଦାତ୍ରୀ ୨ୟ-ପିତା ଓ ତୃତୀୟ ଶିକ୍ଷାଦାତାୠୁରୁ ନଧରି ଉଦ୍ଦବ କାହୁଁ ପାଇବୁ ସଦଭାବ ଏକଥା କୃଷ୍ଣ ଉଦ୍ଧବଙ୍କୁ କହିଥିବା ଶ୍ରୀମଦ୍ ଭାଗବତରେ ଜଗନ୍ନାଥ ଦାସ ସରଭାଶାରେ ବୁଝାଇଛନ୍ତି ।ରାଜା ଜୋଡା ଶାସନ କାଳରେ ଗୁରୁଙ୍କୁ କୂଳ ଗୁରୁ ରୁପେ ଆସନ ଦିଆଯାଇଥାଏ ।ସତ୍ୟ ଯୁଗରେ ଭୃଗୁବଂଶିୟ ସୁକ୍ରା ଚାର୍ଯ୍ୟ ରାକ୍ଷାସ ମାନଙ୍କର ଗୁରୁ ଗୈାତମ,ପତଜଂଳି,କଣ୍ୱ,ଯାମିନୀ,କପିଳ,ମାର୍କଣ୍ଡେୟ,ଦ୍ରୋଣ,କୃପାଚାର୍ଯ୍ୟ,ବଶିଷ୍ଠ,ଗାର୍ଗବ,ସନ୍ଧିପନି,ସାଣ୍ଡିଲ୍ୟ,ବିଶ୍ୱାମିତ୍ର,
ପର୍ଶୁରାମ ଓ ସ୍ୱୟଂ ଭଗବାନ କୃଷ୍ଣ ମଧ୍ୟ ବ୍ୟାସଦେବଙ୍କ ପରି ଗୁରୁ ପଦରେ ଆଶନପାଇଥିବା ପୁରାଣରେ ବଣ୍ଣନା କରାଯାଇଛି ।ଇତିହାସରେ ରଚନାଅଛି ଆଦିସଂକର ବା ସଂଙ୍କରାଚାର୍ଯ୍ୟ,ରାମାନୂଜ,ହୁଏନ୍ ସାଂ,ନାମଦେବ,ମାଧବ ଚୈତନ୍ୟ,ବକିର,ନିମ୍ବର୍କ ଓ ନାନକ……. ଭଳି ସନ୍ଥ ସୁଫି ମଧ୍ୟ ଗୁରୁତ୍ୱ ପଦରେ ବସିବାପରେ ଶିକ୍ଷା ଦିକ୍ଷା ଅସ୍ତ୍ର,ଶସ୍ତ୍ର ଶିକ୍ଷା ଇତ୍ୟାଦିରେ ଶିଷ୍ୟ କୁ ନିପୂଣକରାଇବା ଗୁରୁପୁର୍ଣ୍ଣିମା ପରି ଗୁରୁଦିବସକୁ ମଧ୍ୟ ଗୁରୁଙ୍କ ପରି ଯଥାଶାଧ୍ୟ ସମ୍ମାନ ଦେବାପାଇଁ ସେତେବେଳର ୨ୟ ରାଷ୍ଟ୍ରପତି ତଥା ଶିକ୍ଷକ ସର୍ବପଲ୍ଲି ରାଧାକ୍ରିଷ୍ଣନ ସେପ୍ଟେମ୍ବର ୫ ତାରିଖ ରେ ତାଙ୍କର ଜନ୍ମ ଦିବସକୁ ସାରାଭାରତର ଜନଶାଧାରଣ ଗୁରୁ ଦିବସ ରୁପେ ପାଳନ କରାଜାଉଛି ଏହି ଗୁରୁପୂଣ୍ଣିମା ଆଷାଢ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଏହା ଜାତି ବଣ୍ଣ ଧର୍ମ ପରି ଶେସରେ ସମସ୍ତ ଶିଷ୍ୟ ଗୁରୁ ଙ୍କ ଠାରୁ କରିଥିବା ଶିକ୍ଷାଲାଭର କିଛି ଦକ୍ଷୀଣା ଦେବାର କଥାଅଛି ଅଯୋଧ୍ୟାର ରାଜା ହରିଶ୍ଚନ୍ଦ୍ର ଦାନର ଦକ୍ଷୀଣା ଦେବାପାଇଁ ସେତେବେଳେ ଉଚ୍ଚ ପ୍ରଶଂସିତ , ତ୍ରେତୟା ଯୁଗରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ପ୍ରଭୁଶ୍ରୀରାମ ରାବଣକୁ ଦକ୍ଷୀଣାରେ ମୋକ୍ଷ ପ୍ରଦାନକରିଥିଲେ,ଦ୍ୱାପର ଯୁଗରେ ଗରୁସ ସନ୍ଧିପନିଙ୍କର ପୁତ୍ର ଉଦ୍ଧାର ପାଇଁ ସ୍ୱୟଂ ଭଗବାନ କୃଷ୍ଣ ପାଂଚ ଜନ୍ୟ ରାକ୍ଷସ କୁ ମାରି ଯମଲୋକରୁ ବାହ୍ମଣ ପୁତ୍ରର ଆତ୍ମାକୁ ଆଣି ଗୁରୁ ଗୁରୁମାଙ୍କୁ ସନ୍ତୁଷ୍ଟ କରିଥିଲେ ।ଏହାଛଡା ସେହିଦ୍ୱାପର ଯୁଗରେ ସବର ପୁତ୍ର ଏକଲବ୍ୟ ଦ୍ରୋଣଙ୍କର ଶିଷ୍ୟ ନହେଇମଧ୍ୟ ତାଙ୍କ ପ୍ରତିମୂର୍ତି ଆଗରେ ଯୁଦ୍ଧ ଶିକ୍ଷା କରିଥିବାର
ଦକ୍ଷୀଣାରେ ନିଜର ଡାହାଣ ହାତର ବୁଢା ଆଙ୍ଗୁଳିକୁ କାଟି ଗୁରୁଙ୍କୁ ଅର୍ପଣ କରିଥିଲେ ଏହିପରି ଅନେକ ଗୂରୁ ଶିଷ୍ୟଙ୍କର କାହାଣୀ ଅଛି । ଆମ ସଂସ୍କୃତି ଐତିହ୍ୟ ପରମ୍ପରା କୁ ସୁରକ୍ଷା ଦେବାସହ ସାରାଭାରତ ବର୍ଷରେ ଏକ ସ୍ମୃତି ଦିବସ ରୁପେ ସମସ୍ତ ଙ୍କ ମନ ଓ ହୃଦୟରେ ଜଡିତ ରହିଚି
ଶ୍ରୀମଦ ଗୁରୁ ରଷ୍ଟ କିମେତ ଦୁଚୈଃ ବ୍ରାହ୍ମେ ମୂହୁର୍ତେ ପଠତି ପ୍ରଜତ୍ନାତ୍ । ଜତ୍ସବ÷ ବୃନ୍ଦାବନ ନାଥ ସାକ୍ଷାତ ସେବେବ ଲଭ୍ୟା ଜନୁ ଷୈାନ୍ତ ଏବ । ହରେକୃଷ୍ଣ ପତି,ଭଦ୍ରକ,ମେ(୯୦୯୦୨୩୮୪୯୫)