ଗେଦଲପଲ୍ଲୀ ଗ୍ରାମରୁ ୨ପଜିଟିଭ ଚିହ୍ନଟ , ଗ୍ରାମକୁ ୫ଦିନ ପାଇଁ ସଟ୍‌ଡାଉନ୍

ଛତ୍ରପୁର, (ୱାଇଏନ୍‌ଏସ୍‌): ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତ ଅଧିନସ୍ଥ ଗେଦଲପଲ୍ଲୀ ଗ୍ରାମରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଗେଦଲପଲ୍‌ୀ ଗାଁକୁ ବିପୁଳଙ୍ଗି ସରପଞ୍ଚ ଟି. ନରସିଂହ ରେଡ୍ଡୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି ଠୁ ୫ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଏଥିସହ ଉକ୍ତ ଗ୍ରାମବାସୀଙ୍କୁ ଗ୍ରାମ ବାହାରକୁ ଯିବାକୁ ବାରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ