ଗୋଦାବରି ନଦୀରେ ଲଞ୍ଚ ବୁଡି ୨ ମୃତ : ୨୦ ନିଖୋଜ
ଆନ୍ଧ୍ର ପ୍ରଦେଶର ଗୋଦାବରି ନଦୀରେ ଲଞ୍ଚ ବୁଡି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ୨ ମୃତ ଦେହ ଉଦ୍ଧାର କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ୬୧ ଜଣ ସବାର ଲଞ୍ଚରେ ପର୍ଯ୍ୟଟନ ବୁଲିବାକୁ ଯାଉଥିବା ସମୟରେ ହଠାତ୍ କୈାଣସି ଅସୁବିଧା କାରଣରୁ ଲଞ୍ଚଟି ପାଣିରେ ବୁଡି ଯାଇଥିଲା ୨୭ ଜଣ କୁଳକୁ ପହଁରି ପହଁରି ଆସିଥିବା ଜଣାପଡିଛି ଅନ୍ୟ ୧୧ ଜଣ ଷ୍ଟାପକ ରହିଥିବା ବେଳେ ୨ ଜଣ ମୃତ୍ୟୁ ହୋଇଛି ।


