ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଗଞ୍ଜାମ କଲେଜକୁ ସୌର ଚାଳିତ ବତୀଖୁଣ୍ଠ ପ୍ରଦାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଗଞ୍ଜାମ ମହାବିଦ୍ୟାଳୟକୁ ଉଚ୍ଚ ଶକ୍ତି ସମ୍ପନ୍ନସୌର ଚାଳିତ ବତୀଖୁଣ୍ଟ ପ୍ରଦାନ କରାଯାଇଛି l ଗ୍ରାସୀମର ସି.ଏସ୍.ଆର. ମୁଖ୍ୟ ସୁସ୍ମିତା ବେହେରା, ସିଏସଆର ଆସିଷ୍ଟାଣ୍ଡ ପୁରୁଷୋତ୍ତମପୁର ମୁଦୁଲି ଯୋଗଦେଇ ଲୋକାଅର୍ପଣ କରିଲେl ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ଭୋଳା ଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ