ଗ୍ରାସୀମ ତରଫରୁ କମ୍ବଳ ବଣ୍ଟନ

ଗଞ୍ଜାମ- ଗ୍ରାସୀମ ଇଣ୍ଡଷ୍ଟିଜ ତରଫରୁ ଗରିବ ଅସାହୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଝାରେଡି ରାଧା ଗୋବିନ୍ଦ ପୁର ପଞ୍ଚୟତ ର ସିପକୁଦା ଗ୍ରାମରେ ଗ୍ରାସୀମ ଇଣ୍ଡଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ୬୦ଜଣଙ୍କୁ କମ୍ବଳ ବାଣ୍ଟିଥିଲେ । ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ