ଘରୋଇ ସୁନାଋଣ ଡକାୟତି ଉଦ୍ୟମ ପଣ୍ଡ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସହରରେ ଡ୍ରିପଲ ସ୍କୁଲରେ ସାମ୍ନାରେ ଥିବା ଏକ ଘରୋଇ ସୁନୠଣ ସଂସ୍ଥାର କର୍ମଚାରୀ ଙ୍କୁ ଆକ୍ରମଣ କରି ଦୁବୁର୍ତ୍ତ ମାନେ ମୁହଁରେ କଳା କନା ବାନ୍ଧି ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟମ କରୁଥିବା ବେଳେ କର୍ମଚାରୀଙ୍କୁ ବନ୍ଧୁକ ପଛପଟେ ମାରି ଆହାତ କରିଥିଲେ । ଏହା ପରେ ଦୁର୍ବୁର୍ତ୍ତ ମାନେ କର୍ମଚାରୀ ଙ୍କ ହାତ ଗୋଡ ବାନ୍ଧି ଆକ୍ରମଣ କରିଥିଲେ । ତଥାପି ଦୁର୍ବୁତ୍ତମାନେ ବିଫଳ ହୋଇଛନ୍ତି । ଖବର ପାଇ ବୈଦନାଥପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି