ଚମାଖଣ୍ଡି ପୁଲିସର ଫ୍ଲାଗ ମାର୍ଚ୍ଚ
ଛତ୍ରପୁର : ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଗଂଜାମ ପୁଲିସ ଜିଲ୍ଲାର ଚମାଖଣ୍ଡି ପୁଲିସ ଦ୍ୱାରା ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶଙ୍କ ତତ୍ୱାବଧାନରେ ଆଜି ଚମାଖଣ୍ଡି ଗାଁ, ବଡପୁଟି, ଘଡଘଡାପଲ୍ଲୀ, ଟାକିରିଆବ୍ରହ୍ମପୁର ଆଦି ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲ।। ଏଥିରେ ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଏକ ପ୍ଲାଟୁନ ସିଆରପିଏଫ୍ ଏବଂ ବହୁ ପୁଲିସ ଅଧିକାରୀ ସାମିଲ ହୋଇଥିଲେ ।


