ଚମାଖଣ୍ଡି ପୁଲିସ ୩ ଜୁଆଡି କୁ ଧରିଲା

ଛତ୍ରପୁର,(ଯୁଗାଦ୍ଧ ନ୍ୟୁଜ୍) : ଚମାଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀ ଛକ ସ୍ଥିତ ସିମେଣ୍ଟ ଗୋଦାମ ପଛପାଶ୍ୱର୍ରେ ଏକ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଶୁକ୍ରବାର ସାଢେ ୧୦ ଟା ରାତିରେ ଚମାଖଣ୍ଡିପୁଲିସ ଅଚାନକ ଚଢାଉ କରିଛି । ୩ ଜଣ ଜୁଆଡିକୁ ଗିରଫ କରାଯାଇଥିବା ବେଳେ ୭ ଟି ବାଇକ୍, ୪ ଟି ମୋବାଇଲ ଏବଂ ୨୨୪୦ ଟଙ୍କା ଜବତ କରାଯାଇଥିଲା । ୭୯/୨୦୧୯ ଏକ ମାମଲା ରୁଜୁ କରି ଜୁଆଡିମାନଙ୍କୁ କୋର୍ଟ ଚାଲଣ କରାଯାଇଛି ବୋଲି ଥାନା ଅଧିକାରୀ ସହଦେବ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ