ଚମାଖଣ୍ଡି ସ୍ଥିତ ସିପିଆଇ କାର୍ଯ୍ୟାଳୟରେ ୭୪ତମ ସ୍ୱାଧିନତା ଦିବସ ପାଳନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଚମାଖଣ୍ଡି ସ୍ଥିତ ସିପିଆଇ ପାର୍ଟିର କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଯୁବ ନେତା କେ.ଗଣେଷ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ପାର୍ଟିର ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ ଓ ଶ୍ରମିକନେତା ଦୁର୍ଯ୍ୟୋଧନ ନାହକ ପ୍ରମୁଖ ଉପସ୍ଥିର ରହି ଏହି ଦିବସ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ