ଚଳିତ ବର୍ଷ ହେବନି ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ଘୋଷଣା । ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବନ୍ଦ ଘୋଷଣା । ୫ରୁ କମ୍‌ ସେବକଙ୍କୁ ନେଇ ଆୟୋଜନ ସମ୍ଭବ ନଥିବାରୁ ଚନ୍ଦନ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ଶ୍ରୀଜୀଉଙ୍କ ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ଚାଲୁ ରଖିବାକୁ ନିଷ୍ପତ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ସ୍ଥଗିତ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ