ଚିକିଟିରେ ବିଜେପିର ସାଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିତ
ଚିକିଟି , (ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକର ଶକ୍ତିପୀଠ ମା ରତ୍ନେଶ୍ୱରୀ ପୀଠରେ ଗୁରୁବାର ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାଂଙ୍ଗଠନିକ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନଦ୍ୟାନ ସାମନ୍ତରାଙ୍କ ଅଧକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରିଣି ସଦସ୍ୟ ତଥା ସାଗଠନିକ ତଥା ପ୍ରଭାରୀ ପ୍ରତାପ ମିଶ୍ର ଯୋଗ ଦେଇ ଭାରତୀୟ ଜନତା ପାର୍ଟି ଏକ ଦଳ ଗଣତାନ୍ତ୍ରିକ ଦଳ ସାରା ଭାରତରେ ଏକ ମାତ୍ର ଦଳ ପଦ୍ଧତିରେ ନିୟୋଜିତ ହୋଇ ଗତ କିଛି ଦିନ ହେଲା ଭାଜପାର ସଭ୍ୟ ସଂଗ୍ରହ ଅଭିଯାନ ମନ୍ଥର ଗତିରେ ଚାଲିଥିବା ବେଳେ ସଭ୍ୟ ସଂଗ୍ରହ ପ୍ରତେକ ବୁଥ ସ୍ତରରେ ଏକ ସାଗଠନିକ ସଭାରେ ଅଧିକରୁ ଅଧ୍ଚକ କିପରି ସଂଗଠନକୁ ମଜବୁତ ି କରିବା ସହ ମୋଦିଙ୍କ ଜନ୍ମ ଦିବସ ପାଳନ ଅବସରରେ ସେବା ସପ୍ତାହ ଦେଶରେ ପାଳନ କରାଯାଇ୍ଥିଲା । ଅକ୍ଟୋବର ୨ ତାରିଖରେ ନୂଆପଡା ପଂଚାୟତ ଅଫିସ ଓ ପାତ୍ରପୁର ବ୍ଲକ୍ ଆଗରେ ଆଗାମୀ ସେପ୍ଟେମ୍ବର ୨୬ ତାରିଖରେ ପାତ୍ରପୁର ବ୍ଲକ ଅଫିସ୍ ଆଗରେ ଶହ ଶହ ବିଜେପି କର୍ମୀ ଧାରଣାରେ ବସିବେ ବୋଲି ମନୋରଞ୍ଜନଦ୍ୟାନ ସାମନ୍ତରା ପ୍ରକାଶ କରିଛନ୍ତି ।


