ଚିତ୍ରକୋଣ୍ଡାରେ କଂଗ୍ରେସ ବନ୍ଦର ପ୍ରଭାବ
ଚିତ୍ରକୋଣ୍ଡା, (ବିମଲ କିଶୋର ମିଶ୍ର):ଚିତ୍ରକୋଣ୍ଡାରେ ୪ ଦଫା ଦାବି ନେଇ କଂଗ୍ରେସ ଆଜି ଚିତ୍ରକୋଣ୍ଡା ବ୍ଲକ ରେ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ର ପ୍ରଭାବ ଚିତ୍ରକୋଣ୍ଡା ରେ କଁ ଭାଁ ଦେଖିବାକୁ ମିଳିଛି। ଗାଡି ଚଳାଚଳ ସମ୍ପର୍ଣ୍ଣ ବନ୍ଦ କରାଯାଇଛି। ଦୋକାନ ବଜାର ଠାରୁ ଆରମ୍ଭ କରି ପନି ପରିବା ଦୋକାନ ମାଛ,ମାଂସ ଦୋକାନ ବନ୍ଦ କରିଛି କଂଗ୍ରେସ ଏହି ବନ୍ଦ ସକାଳ ୭ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରହିବ ବୋଲି ଚିତକୋଣ୍ଡ। ବ୍ଲକ ସଭାପତି କହିଛନ୍ତି। ଏଥିରେ ସ୍କୁଲ ,college ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ସଭାପତି ଆହ୍ୱାନ ଦେଇଛନ୍ତି। ଏହି ୪ଦଫା ଦାବୀ ରେ ମୁଖ୍ୟ କରେଣ୍ଟ ସମସ୍ୟା,ଡାକ୍ତର ସମସ୍ୟା ,ସିଟି scan ଅଛି କିନ୍ତୁ ଡାକ୍ତର ନାହିଁ। ଏହି ସମସ୍ୟା ର ସମାଧାନ ପାଇଁ ଏହି ବନ୍ଦ ଡ଼ାକରା ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନ ରେ zp 1 ର ଜିଲ୍ଲା ପରିଷଦ ବିନତି ଖିଲଲ,ସଭାପତି ଵିଦେଶୀ ଗୌଡ଼,ବିଜୟ ପାତ୍ର ପ୍ରମୂଖ ଚିତକୋଣ୍ଡା ବ୍ଲକ ରେ ନେତୃତ୍ବ ନେଇଥିଲେ।।


