ଚୋରି ଜିନିଷ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନ ହାରାମଣୀ ବିଦ୍ୟାଳୟ ସହିତ ଅନ୍ୟାନ୍ୟ ବିଦ୍ୟାଳୟର ଚୋରିନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁଇଜଣ ଚୋରକୁ ଧରି ଆଜି ପଚରାଉଚୁରା କରୁଥିବା ଜଣାପଡିଛି । ଏହା ସହିତ ଚୋରି ହୋଇଥିବା ଫ୍ୟାନ, ପାଣିମୋଟର, ଚେୟାର ଇତ୍ୟାଦି ଜିନିଷକୁ ଉଦ୍ଧାର କରାଯାଇଛି । ଚୋରି ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୁଲିସ ତନାଘନା ଆରମ୍ଭ କରିଛି । ଖବରଲେଖାହେବା ଯାଏଁ ଏନେଇ କୌଣସି ମାମଲା ଋଜୁ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ