ଚୌଦ୍ଵାର ମହାବିଦ୍ୟାଳୟ ର ୨୦୧୭ ବାଣିଜ୍ୟ ବ୍ୟାଚ ର ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲାର ଏକ ଅନ୍ୟତମ ଅଗ୍ରଣୀ ମହାବିଦ୍ୟାଳୟ ଭାବେ ପରିଗଣିତ ହୁଏ ଚୌଦ୍ୱାର ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ର ୨୦୧୭ ବାଣିଜ୍ୟ ବ୍ୟାଚ ର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ନିମାପଡା ଗ୍ରାମସ୍ଥିତ ବୁରବୁରାଠାରେ ଉକ୍ତ ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରେ ନବୀନ ରାଓ, ଯୋଗେଶ, ଜୟରାମ, ଜଗା, ସିପୁନା,ବାପି,ମାନସ,ମକୁ, ସମର, ରକି, ମନ୍ତୁ,ପ୍ରୟାସ, ବିପିନ, ନରେଶ, ପ୍ରଣବ, ବିଶ୍ୱଜିତ,ଶିବୁ, ସୁରେନ୍ଦ୍ର, ପବିତ୍ର, ସୁଜିତ, ବାଲାଜି,ଅଜୁ, ପଙ୍କଜ, ସଚି, ରାହୁଲ, ଚନ୍ଦନ, କିଷାନ ପ୍ରମୁଖ ପୁରାତନ ଛାତ୍ର ଉପସ୍ଥିତ ଉତ୍ସବ କୁ ପାଳନ କରିଥିଲେ ।