ଛତ୍ରପୁରରେ ବିଶ୍ୱ ପରିବେଶ ଦିବସ ପାଳନ

ଜୁନ୫ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆମ ଚତୁପାର୍ଶ୍ୱରେ ଥିବା ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ଯୁବକ , ଛାତ୍ର ମାନଙ୍କ ସହଯୋଗରେ ଛତ୍ରପୁରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଲୋକମାନଙ୍କୁ ଏହି ବିଷୟରେ ସଚେତନ କରାଯାଇଥିଲା। ଏହି ରୋପଣ କାର‌୍ୟ୍ୟକ୍ରମରେ ସୁବୋଧ ସୁମନ ସ୍ୱାଇଁ , ଦୀପକ ରାଉଳ, ରୁଦ୍ରେସ୍ୱର ବେହେରା , ମାଧବ କାୟା , ବଳିଆ ବେହେରା , ଅଭିଷେକ ପଟ୍ଟନାୟକ , ରାଜୁ ରେଡ୍ଡୀ , କୃଷ୍ଣ ପ୍ରଧାନ , ନୃସିଂହ ପଣ୍ଡା , ଲସିତ , ଶସିତ ସାହୁ , ସିପୁ , ଅରୂପ , ଭିକି , ଆଶିଷ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ