ଛତ୍ରପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଏନ ଇରେସୁ ଆଚାରୀଙ୍କ ପରଲୋକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ବରିଷ୍ଠ ନେତା ଏନ ଇରେସୁ ଆଚାରୀ ଆଜି ଦିବା ଦୁଇ ଘଣ୍ଟ ଦଶ ମିନିଟ ସମୟରେ ପରଲୋକ ହୋଇଛି । ସେ ଚାଷୀ,ଶ୍ରମିକ ଓ ଗରୀବ ଲୋକ ମାନଙ୍କ ପାଇଁ ସଂଗ୍ରାମ କରୁଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଅତି ସାଧାରଣ ଭାବରେ ଜୀବନଯାପନ କରୁଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ଥିଲା । ତାଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ