ଛଦେଶ ବ୍ଲକ ଗଠନ ପାଇଁ ଦାବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଢେ଼ଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳକୁ ବ୍ଲକଗଠନ ଦାବି ଯୋର ଧରିବାରେ ଲାଗି ଲାଣି ଆଜି ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟ ସମୟରେ ଛଦେଶ ବ୍ଲକ ସଂଗ୍ରାମ ସମିତି ପକ୍ଷରୁ ହର୍ଷବର୍ଦ୍ଧନ ସିଂଦେଓ,ଅର୍ଜୁନ ସାହୁ,ସୁଶୀଲ କୁମାର ରାଉତ, ଅଶୋକ ପରିଡା,ବିଷ୍ଣୁ ପ୍ରସାଦ ଲେଙ୍କା,ଲଷ୍ମୀଧର ରାଉତ,ଧୂର୍ବ ଚରଣ ରାଉତ,ଜୟକୃଷ୍ଣ ସାହୁ,ହାଡିବନ୍ଧୁ ସେଠୀ,ରମେଶ ପଣ୍ଡା,ଗତିକୃଷ୍ଣ ବିଶ୍ଵାଳ,ହୃଦାନନ୍ଦ ବିଶ୍ଵାଳ,ସୁବାସ ସାହୁ,ବାସୁଦେବ ଧଳ,ରାଜକୁମାର ପ୍ରଧାନଙ୍କ ସମେତ ଏକ ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ