ଜଗତସିଂହପୁର ଜିଲ୍ଲା ପାଇଁ ବିପଦ ମାଡ଼ି ଆସୁଅଛି

ଜଗତସିଂହପୁର, (ଅନସୂୟା ରାଉତ):ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇ ଅଛି। ଜଗତସିଂହପୁର ଜିଲ୍ଲାର ମାଛଗାଁ ବଜାର ଠାରୁ ମାତ୍ର ୧୭୨କିମିଓ ଜଗତସିଂହପୁର ସଦର ମହକୁମାଠାରୁ ୨୦୦କିମି ଦୂର ବଙ୍ଗୋପସାଗର ରେ ଘନୀଭୂତ ହୋଇଥିବା ଖବର ମିଳିଛି। ଯଦିଓ ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଧିଷ୍ଟ ଖବର ଆସିନାହିଁ ତଥାପି ଜଗତସିଂହପୁର ଜିଲ୍ଲାବାସୀ ଭୟରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି।ଯଦି ଏହି ଘଟଣା ସତ୍ଯ ହୁଏ ତେବେ ଜଗତସିଂହପୁର ଜିଲ୍ଲାରେ କଣ ହେବ ତାହା ସନ୍ଦିହାନ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ