ଜମ୍ମୁ କାଶ୍ମୀର ଅଭିମୁଖେ ବାହାରିଛନ୍ତି ୮ କମ୍ପାନୀ ସିଆରପିଏଫ

ଜମ୍ମୁ-କାଶ୍ମୀର ; ଆତଙ୍କୀ ହମଲା କରିବା ପାଇଁ ଆତଙ୍କବାଦୀ ମାନେ ପ୍ର୍ରୟାସ କରୁଥିବା ଗୁଇନ୍ଦା ବିଭାଗର ସୂଚନା ଦେବା ପରେ ସରକାରୀ ତରଫରୁ ପ୍ରବଳ ସେନା ମୃତୟନ କରାଯାଇଛି । ସପ୍ତାହକ ମଧ୍ୟରେ ୩୮  ହଜାର ସେନା ମୃତୟନ କରାଗଲାଣୀ । ଏହି କ୍ରମରେ ୮ କମ୍ପାନୀର ସିଆରପିଏଫ ଯବାନ କାଶ୍ମୀର ଅଭିମୁଖେ ବାହାରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୭୨୦ ଯବାନ ଆଜି କାଶ୍ମୀର ଅଭିମୁଖେ ଗ୍ରସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ