ଜାତୀୟ ରାଜପଥରେ ଦୁର୍ବୃତଙ୍କ ମରଣାନ୍ତକ ଆକ୍ରମଣ ଉଦ୍ୟମ

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ମା’ଉଜ୍ଜଳେଶ୍ୱରୀ ସମ୍ମୁଖ ଜାତୀୟ ରାଜପଥରେ ଗତକାଲି ରାତ୍ର ୧୧ଟାରେ ଦୁର୍ବୃତମାନେ ଜଣେ ଯୁବକଙ୍କ କାରକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଭାଙ୍ଗିବା ସହିତ ତାଙ୍କୁ ମାରିବା ନିମନ୍ତେ ଉଦ୍ୟମ କରିଥିଲେ । ମାତ୍ର ସଫଳ ହୋଇପାରିନଥିଲେ । ପରେ ଦୁର୍ବୃତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ କୌଣସି ଏତଲା ଛତ୍ରପୁର ଥାନାରେ ହୋଇନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ