ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ଜିଲ୍ଲା ସୂର୍ଯ୍ୟାଲୋକ ସମାଜସେବା ସଂଗଠନ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ୨୦୧୯ ମୋଟର ଯାନ ଆଇନକୁ ସ୍ୱାଗତ କରିବା ସହ ଆଇନ କଡା କଡି ହେବା ପରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆସିଛି । ଟ୍ରାପିକ୍ ନିୟମକୁ ଉଲଙ୍ଘନ କରିଥିବା ଯାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । ଯମ ବେଶରେ ସଂଗଠନର ସଦସ୍ୟ ମାନେ ଟ୍ରାପିଂକ୍ ନିୟମ ନ ମାନିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ