ସୁପରଭାଇଜର ନବୀନଙ୍କୁ ଅପହରଣ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ବେଗୁନିଆପଡାରେ ବକେୟା ଟଙ୍କାକୁ କେନ୍ଦ୍ରକରି ସୁପରଭାଇଜର ନବୀନ ପଟ୍ଟନାୟକଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ନବୀନଙ୍କୁ ମେଡିକାଲ ଭେଣ୍ଡିଂଜୋନ ନିକଟରୁ ଅପହରଣ  ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତରଫରୁ ତଦନ୍ତ ଜାରୀ ରହିଥିବା ରବିବାର ସଂନ୍ଧ୍ୟାରେ ପୋଲିସ ନବୀନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ