ଜିଲ୍ଲାପାଳଙ୍କ ନିର୍ଦେଶ କୁ ଅଣଦେଖା

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ସବୁ ଜାଗାରେ ଜିଲ୍ଲାପାଳଙ୍କ ନିର୍ଦେଶ କୁ ମାନୁଥିବା ବେଳେ ମୋହନା ବ୍ଲକ ରେ ତାର ବିପରୀତ ଦେଖିବାକୁ ମିଳିଛି ଆଜି ମୋହନା ସ୍ଥାନୀୟ ବିଦ୍ୟାଳୟ ପଡ଼ିଆରେ ଚାଉଳ ବାଣ୍ଟିବା ପାଇଁ ଲୋକଙ୍କୁ ଡାକି ଏକତ୍ରିତ କରିଛନ୍ତି କିଛି ଓଆଡ଼ ମେମ୍ବର ଏହାକୁ ସମର୍ଥନ କରିଛନ୍ତି ଗ୍ରାମସେବକ ନିଜ ଭିତରେ ଦୂରତା ନ ରଖି ଗୋଟେ ଜାଗାରେ ଏକତ୍ରିତ ହାଇଛନ୍ତି ଜନସାଧାରଣ ଅନ୍ୟପଟେ ପୋଲିସି ତାର ଦାୟିତ୍ୱ ଗ୍ରହଣ କରି ଲୋକଙ୍କୁ ଘରୁ ନ ବାହାରିବା ପାଇଁ କହୁଥିବା ବେଳେ ବ୍ଲକ ପ୍ରଶାସନ ଏହାକୁ ଅଣଦେଖା କରୁଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ