ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାକ୍

ସୁନ୍ଦରଗଡ,(ଯୁଗାବ୍ଦ ନ୍ୟୁଜ୍‌): ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ଏକାଉଣ୍ଟକୁ ହ୍ୟାକ କରିବା ସହ ଠକିବା ଅଭିଯୋଗ ହୋଇଛି । ହ୍ୟାକ କରିବା ସହ ଦାବି କରିଛି ଦାମୀ ମୋବାଇଲ । ଏହି ଖବର ଜାଣିବା ପରେ ଜିଲ୍ଲାପାଳ ଏହି ଖବରକୁ ଖଣ୍ଡନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ